ସୂଚନା ଅନୂସାରେ ନିୟମଗିରି କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ଡଙ୍ଗରିଆ କନ୍ଧଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ଭୋଟର ଲିଷ୍ଟରେ ଅଧିକାଂଶ ଲୋକଙ୍କ ନାଁ ନଥିବାରୁ ଏହିଅଞ୍ଚଳର ରାଇଲିମା ଗାାଁ ୧୪ନଂ ବୁଥ୍ ରୁ ଭୋଟ୍ ବାକ୍ସ ଉଠାଇ ନେଲେ ଡଙ୍ଗରିଆ କନ୍ଧ।
ଡଙ୍ଗରିଆ କନ୍ଧଙ୍କ ଅଭିଯୋଗ ଅନୂଯାଇ ଉପର ଓ ତଳ ମୁଶୁଡିର ପ୍ରାୟ ୧୦୦ ଲୋକଙ୍କ ନାଁ ଭୋଟର ଲିଷ୍ଟରେ ନଥିବାରୁ ପ୍ରତିବାଦ କରି ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ସ୍ଥାନୀୟ ଲୋକ।