ନୂଆଦିଲ୍ଲୀ,ଏଜେନ୍ସି: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଓ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷିତ ହୋଇଛି। ଏହି ଶୃଙ୍ଖଳା ଗୁଡ଼ିକରେ ରୋହିତ ଶର୍ମା ଅଧିନାୟକ ହେବେ। ବିରାଟ କୋହଲି ମଧ୍ୟ ଏହି ଶୃଙ୍ଖଳାରେ ଉପସ୍ଥିତ ରହିବେ। ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି।
ଟି-୨୦ ଟିମ୍: ରୋହିତ ଶର୍ମା (ଅଧିନାୟକ) କେଏଲ୍ ରାହୁଲ (ଉପଅଧିନାୟକ) ଈଶନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍କିପର), ଭେଙ୍କଟେଶ ଆୟର, ଦୀପକ ଚାହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋୟୀ, ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ଆଭେଶ ଖାନ୍ ଓ ହର୍ଷଲ ପଟେଲ।
ଦିନିକିଆ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଋତୁରାଜ ଗାଏକୱାର୍ଡ, ଶିଫର ଧୱନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍କିପର), ଦୀପକ ହୁଡ଼ା, ଦୀପକ ଚାହର, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର, ଅଭେଶ ଖାନ ଓ ପ୍ରସିଦ୍ଧ କୃଷ୍ଣା।