୨୪ଘଣ୍ଟାରେ ୩୬୪୬୯ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ଏଜେନ୍ସି: ଗତ ୨୪ ଘଣ୍ଟା ମଦ୍ୟରେ ଦେଶରେ ୩୬,୪୬୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟରେ ୪୮୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୯,୪୬,୪୨୯ରେ ପହଞ୍ଚିଥିବାବେଳେ ୭୨,୦୧,୦୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ ଦେଶରେ ୧,୧୯,୫୦୨ଜଣ କରୋନାରେ ପ୍ରାଣ ହରାଇଛନ୍ତି ।