କରୋନାରେ ସାରା ବିଶ୍ବରେ ଗଲାଣି ୫୮,୧୪୮ ଜୀବନ

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫୮,୧୪୮ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮୩,୨୧୧ ରହିଛି। ସେହିପରି ଶୁକ୍ରବାର ଦିନ ଫ୍ରାନ୍ସରେ ୫୮୮ ଜଣଙ୍କ ମୃତ୍ୟୁ ହୋଇଛି।

ଭାରତରେ ଉବେର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାଗଣାରେ ପରିବହନ ବ୍ୟବସ୍ଥା କରିବା। ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି। ସେଥିମଧ୍ୟରୁ ଭାରତରେ ୨୩୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨ରେ ପହଞ୍ଚିଛି।