ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଛତିଶଗଡ଼,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ରାଜସ୍ଥାନ ପାଇଁ ଦଳ ତାରପ୍ରାର୍ଥି ତାଲିକାପ୍ରକାଶ କରିଛି । ତାଲିକା ଅନୁଯାୟୀ ମଧ୍ୟପ୍ରଦେଶ ପାଇଁ ଦିଗ୍ବିଜୟ ସିଂ, ଫୁଲ୍ ସିଂ ବାରେୟା ପ୍ରାର୍ଥି ହେବେ । ଛତିଶଗଡ଼ରୁ ଟି.ଏସ୍ ତୁଲସୀ ଓ ଶ୍ରୀମତୀ ଫୁଲ ଦେବୀ ନେତାମଙ୍କୁ ରାଜ୍ୟସଭା ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
