ନବୀନ ନିବାସରେ ବିଜୟୀ କର୍ପୋରେଟର, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର,ଏନ୍ଏନ୍ଏସ୍: ନବୀନ ନିବାସ ସମ୍ମୁଖରେ ବିଜୟୀ କର୍ପୋରେଟର। ବାଜା ବାଣ ଓ କର୍ମୀଙ୍କ ଗହଣରେ ସେଲିବ୍ରେସନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଧାନୀବାସୀଙ୍କୁ ସମର୍ଥନ ପାଇଁ ଦେଲେ ଧନ୍ୟବାଦ।