Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ୍‌ ଆକାଉଣ୍ଟ, ଲୋକଙ୍କ ଠାରୁ ଟଙ୍କା ଦାବି ହୋଇଥିବା ଅଭିଯୋଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜିଲ୍ଲାପାଳଙ୍କ ନାଁରେ ନକଲି ଫେସବୁକ୍‌ ଆକାଉଣ୍ଟ, ଲୋକଙ୍କ ଠାରୁ ଟଙ୍କା ଦାବି ହୋଇଥିବା ଅଭିଯୋଗ

ସୁନ୍ଦରଗଡ଼,ଏନ୍ଏନ୍ଏସ୍ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେତେକ ଦୁର୍ବୃତ୍ତ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁକୁ ବ୍ୟବହାର କରି ଟଙ୍କା ଦାବି କରାଯାଉଥିବା କଥା ସାମ୍ନାକୁ ଆସିବା ପରେ, ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ବ୍ଲକ୍‌ କରିବା ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି ।

ଏ ନେଇ ସେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ ଟଙ୍କା ଦାବି କରିନାହାନ୍ତି କିମ୍ବା କେବେ କରିବେ ନାହିଁ । ଏପରିକି ଲୋକଙ୍କୁ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନ ଦେବାପାଇଁ ସେ ଅନୁରୋଧ କରିଛନ୍ତି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଛି ତା’ର ଛାନ୍‌ଭିନ୍‌ ହେବା ଜରୁରୀ ବୋଲି ସେ କହିଛନ୍ତି।

Seems that someone already tried to misuse the profile for favours! Request everyone especially from sundargarh,…

Nikhil Pavan Kalyan द्वारा इस दिन पोस्ट की गई शुक्रवार, 11 अक्तूबर 2019

ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ସୋସିଆଲ ମିଡିଆରେ ଫେକ୍‌ ଆକାଉଣ୍ଟ ଖୋଲାଯାଇ ଲୋକଙ୍କୁ ଠକୁଥିବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ସବୁଠାରୁ ବଡ଼କଥା ଯେ ଫେସବୁକ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଅଧିକ ଯତ୍ନବାନ ହେବା ଦରକାର ବୋଲି ଅନେକ ମଧ୍ୟ ସୋସିଆଲ ମିଡିଆରେ ମତ ଦେଇଛନ୍ତି ।