Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶିଖରଚଣ୍ଡୀ ମନ୍ଦିର ବୁଲିଲେ ମୁଖ୍ୟ ଶାସନ ସଚିବ, ବିକାଶ କାର୍ଯ୍ୟର ସମୀକ୍ଷା କଲେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶିଖରଚଣ୍ଡୀ ମନ୍ଦିର ବୁଲିଲେ ମୁଖ୍ୟ ଶାସନ ସଚିବ, ବିକାଶ କାର୍ଯ୍ୟର ସମୀକ୍ଷା କଲେ

ଭୁବନେଶ୍ବର,ଏନ୍ଏନ୍ଏସ୍: ଶିଖରଚଣ୍ଡୀ ମନ୍ଦିର ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଉନ୍ନୟନ କରାଯାଇ ରାଜ୍ୟର ପ୍ରମୁଖ ପ୍ରର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି(ବୁଧବାର) ଶିଖରଚଣ୍ଡୀରେ ବିକାଶର ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏଥିପାଇଁ ହୋଇଥିବା ମାଷ୍ଟରପ୍ଲାନର ନକ୍ସା ଦେଖିଛନ୍ତି । ଖାଲି ସେତିକି ନୁହେଁ ବିଡିଏ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନକ୍ସା ଦେଖିବା ସହ ପାହାଡ଼ ଉପରକୁ ଯାଇ କେଉଁଠି କେଉଁ ପ୍ରକଳ୍ପ ହେବ ତାହାର ଅନୁଧ୍ୟାନ କରିଛନ୍ତି ।

ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରି ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ପୂର୍ବରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପାଣ୍ଡିଆନଙ୍କ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ୍ ସିଂ, ବିଏମ୍‌ସି କମିସନର ବିଜୟ ଅମୃତ କୁଲାଙ୍ଗେ ଗତକାଲି ଶିଖରଚଣ୍ଡୀ ପାହାଡ଼ ପରିଦର୍ଶନ କରି ସମୀକ୍ଷା କରିଛନ୍ତି ।