ରଥ ନିର୍ମାଣ ଆରମ୍ଭ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀରେ ରଥ ନିର୍ମାଣ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ରଥଖଳା ବିଜେ ପରେ ନିର୍ମାଣ କାର୍ଯ୍ୟ ହୋଇଛି । ସୁନା, ରୂପା ଓ କୁରାଢ଼ି ଛୁଆଁଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି ।