ସବୁ ଟ୍ରେନରେ ଲାଗିବ ସିସିଟିଭି

  • ନୂଆଦିଲ୍ଲୀ: ଏଣିକି ଦେଶରେ ଗଡ଼ୁଥିବା ସବୁ ଟ୍ରେନରେ ସିସିଟିଭି କ୍ୟାମେରା ଲାଗିବ। ଅପରାଧ ନିୟନ୍ତ୍ରଣ କରିବାକୁ ରେଳ ମନ୍ତ୍ରାଳୟ ଏ ନିଷ୍ପତ୍ତି ନେଇଛି। ଇଏମୟୁ ଓ ପାସେଞ୍ଜର ଟ୍ରେନରେ ମଧ୍ୟ ସିସିଟିଭି ଲାଗିବ।