Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସକାଳୁ କରନ୍ତୁ ଏହି ୫ କାମ, ତୁରନ୍ତ କମିବ ୟୁରିକ, ଏସିଡ ଠାରୁ ମୁକ୍ତି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସକାଳୁ କରନ୍ତୁ ଏହି ୫ କାମ, ତୁରନ୍ତ କମିବ ୟୁରିକ, ଏସିଡ ଠାରୁ ମୁକ୍ତି

ଆଜିର ଦିନ ପ୍ରତ୍ୟେକ ଲୋକଙ୍କ ପାଖରେ ୟୁରିକ ଏସିଡ ସମସ୍ୟା ଦେଖାଯାଉଛି। ସମସ୍ତେ ପ୍ରାୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ୟୁରିକ ଏସିଡ ଶରୀରର ସେଲ୍ସ ଛିଡିବା ସମସ୍ୟାରୁ ହୋଇଥାଏ। ଏହାସହିତ କିଛି ଖାଦ୍ୟ ପଦାର୍ଥ ରହିଛି ଯାହାଦ୍ୱାରା ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ୟୁରିକ ଏସିଡ୍‌ କାରଣରୁ ରୋଗୀଙ୍କ ପରିସ୍ରା ଏବଂ ରକ୍ତ ବହୁତ ଏସିଡିକ ହୋଇଯାଇଥାଏ। ଏହି ରୋଗରେ ପୀଡିତ ଥିବା ଲୋକଙ୍କୁ ବହୁତ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ।

ବିଶେଷଜ୍ଞଙ୍କ ଅନୁଯାୟୀ ୟୁରିକ ଏସିଡ୍‌ ଡାଇବେଟିସ୍‌, ମୋଟାପଣ, ଚିନ୍ତା, ଜେନେଟିକ୍ସ ଏବଂ ଭୁଲ ଖାଦ୍ୟପେୟ କାରଣରୁ ମଧ୍ୟ‌ ବଢ଼ିଥାଏ। ୟୁରିକ ଏସିଡ ସମସ୍ୟା ଆଗକୁ ଯାଇ ଗାଉଟରେ ବଦଳିଯାଏ। ଏଥିପାଇଁ ଏହା ବହୁତ ଜରୁରୀ ଯେ ସମୟ ରହିବା ଭିତରେ ହିଁ ଆପଣ ନିଜ ଲାଇଫ ଷ୍ଟାଇଲକୁ ପରିବର୍ତ୍ତନ କରିବା। ଡାକ୍ତରଙ୍କ କହିବାନୁଯାୟୀ ସକାଳର ରୁଟିନରେ ପରିବର୍ତ୍ତନ କରି ଆପଣ ୟୁରିକ ଏସିଡ୍‌ ଠାରୁ ମୁକ୍ତି ପାଇପାରିବେ।

୧-ଅଳସି ମଞ୍ଜି ଏଥିରେ ବେଷ୍ଟ ମେଡିସିନ

ଯଦି କୌଣସି ବ୍ୟକ୍ତିଙ୍କୁ ୟୁରିକ ଏସିଡ୍‌ ସମସ୍ୟା ରହିଛି ତାହେଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଅଳସି ମଞ୍ଜି ଖାଇବା ଉଚିତ। ଏହି ମଞ୍ଜିକୁ ଚୋବାଇ ଖାଇବାକୁ ପଡିଥାଏ। ଏହାଦ୍ୱାରା ୟୁରିକ ଏସିଡ ସମସ୍ୟା ବହୁତ ଜଲଦି ନିୟନ୍ତ୍ରଣକୁ ଆସିଯାଏ।

୨-ଉଷୁମ ପାଣି ଏବଂ ଲେମ୍ବୁ ରସ ଦେଖାଇବ ପ୍ରଭାବ

ଅଳସି ମଞ୍ଜି ଖାଇବାର ଅଧ ଘଣ୍ଟରା ପରେ ଏକ ଗ୍ଲାସ ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ପିଅନ୍ତୁ। ୟୁରିକ ଏସିଡ୍‌ ପାଇଁ ଏହା ବହୁତପ୍ରଭାବଶାଳୀ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କର ୟୁରିକ ଏସିଡ୍‌ ଲଗାତର ବଢ଼ୁଛି ତାହେଲେ ସେମାନେ ନିୟମିତ ଭାବରେ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଉଚିତ।

୩-ହାଇ ଫାଇବର ଟିଫିନ କରିବ ୟୁରିକ ଏସିଡକୁ କମ୍‌

ୟୁରିକ ଏସିଡ ଦ୍ୱାରା ଚିନ୍ତାରେ ଥିବା ଲୋକଙ୍କୁ ହାଇ ଫାଇବର ଖାଦ୍ୟ ଖାଇବା ଉଚିତ । ହାଇ ଫାଇବର ଖାଦ୍ୟ ଖାଇବା ଦ୍ୱାରା ପେଟରେ ସବୁ ବିଶୁଦ୍ଧ ମଳ ମାଧ୍ୟମରେ ଶରୀରରୁ ବାହାରକୁ ବାହାରିଯାଇଥାଏ। ଏହାଦ୍ୱାରା ୟୁରିକ ଏସିଡ ରୋଗୀଙ୍କର ମଳ ସମ୍ବନ୍ଧୀତ ସମସ୍ୟା ହେବାର ଭୟ କମ୍‌ ହୋଇଯାଏ।