ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣାସ୍ଥିତ ଅଗ୍ନିଶମ କାର୍ଯ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ ହୋଇଛି। ଏହିି କାର୍ଯ୍ୟକ୍ରମ ଭିଡିଓ କନଫ୍ରେନ୍ସିଂ ଜରିଆରେ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ମନୋରଞ୍ଜନ ମହାନ୍ତଙ୍କ ସମେତ ଚାନ୍ଦରାଏ ସୋରେନ, ଜତୀନ୍ଦ୍ର ଭୋଇ, ସୁଶାନ୍ତ ନାୟକ ଓ ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।