ଗୋଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧର୍ମଗଡ଼ ଗୋଲାମୁଣ୍ଡା ମୁଖ୍ୟ ରାସ୍ତା ଚତ୍ତରାମୁଣ୍ଡା ନିକଟରେ ବାଇକ୍ ଓ ଅଟୋ ମୁହାଁ ମୁହିଁ ଧକ୍କା ହୋଇଥିବାବେଳେ ଏଥିରେ ଜଣେ ଗର୍ଭବତୀ ମହିଳାଙ୍କ ସହ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଅଟୋଟି ଗୋଲାମୁଣ୍ଡା ପଟୁ ଯାଉଥିବାବେଳେ ଏକ ବାଇକ୍ ଭାରସାମ୍ୟ ହରାଇ ଧର୍ମଗଡ଼ ପଟୁ ଆସି ଧକ୍କା ଦେଇଥିଲା।
