ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଲିସ ହାତରେ ଲାଗିଲା ଜଗବନ୍ଧୁ ଚାନ୍ଦଙ୍କ ଡାଏରୀ। ଡାଏରୀ ମିଳିଥିବା ନେଇ ଡିସିପି ପ୍ରତୀକ ସିଂହଙ୍କ ସୂଚନା। ଗିରଫ ଜଗବନ୍ଧୁଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ମିଳିଛି। ୪ଟି ମୋବାଇଲ, ଗୋଟିଏ ଲାପଟପ ଓ ଗୋଟିଏ ଡାଏରୀ ମିଳିଛି। ଆଉ କିଛି ଗୁରୁତ୍ୱପୁର୍ଣ୍ଣ ଡକ୍ୟୁମେଣ୍ଟ ମିଳିଥିବା ବି କହିଲେ ଡିସିପି।
ସେପଟେ ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାର ଖେଳତାଡ ଚାଲିଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ଗଣମାଧ୍ୟମକୁ ସୂଚନା । ଉଭୟଙ୍କ ଆକାଉଣ୍ଟଟ୍ରାନଜାକ୍ସନର ତଥ୍ୟ ଆରବିଆଇକୁ ମାଗିଥିଲୁ । କେଉଁଠୁ ଟଙ୍କା ଆଣୁଥିଲେ, କାହାକୁ ଦେଉଥିଲେ ତଦନ୍ତ ଚାଲିଛି । ତଦନ୍ତ ଢାଳରେ ଏସବୁ ଅଧିକ ସ୍ପଷ୍ଟ ହେବ କହିଲେ ଡିସିପି ।