ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ବିଶାଖାପଟନମ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡି ଏକ ବଡ଼ ଘୋଷଣା କରିଛନ୍ତି । ଲକଡାଉଉନ ଯେବେ ଖୋଲିଲେ ମଧ୍ୟ ରାଜ୍ୟରେ ସ୍କୁଲଗୁଡ଼ିକ ଅଗଷ୍ଟ ୨ ତାରିଖ ପୂର୍ବରୁ ଖୋଲି ପାରିବ ନାହିଁ । ରାଜ୍ୟର ସ୍କୁଲଗୁଡ଼ିକୁ ୨ ଅଗଷ୍ଟ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ୩ ତାରିଖରେ ସ୍କୁଲ ଖୋଲିବ ବୋଲି ସେ କହିଛନ୍ତି ।