ଆଇଟିବିପି କ୍ୟାମ୍ପ ପରିଦର୍ଶନ କଲେ ଶାହ

ଇଟାନଗର,ଏଜେନ୍ସି: ଭାରତର ଭୂମିକୁ ଅତିକ୍ରମଣ କରିବା ବର୍ତ୍ତମାନ କାହାର ସାହାସ ନାହିଁ । ଅଖଣ୍ଡ ଭାରତରର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବାକୁ କାହାର ଶକ୍ତି ନାହିଁ । ଭାରତର ଜମି ଓ ସୀମାକୁ ନେଇ କୌଣସି ବି ଶକ୍ତି କିଛି ଷଡଯନ୍ତ୍ର କଲେ ସେନା ପୁରା ଶକ୍ତିର ସହ ସଫା କରିବ । ବର୍ତ୍ତମାନର ସରକାର ସୀମା ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ସେନାକୁ ପୁରା କ୍ଷମତା ଦିଯାଇଛି । ଦେଶର ସୁରକ୍ଷା ପାଇଁ ସେନା ପୁରା ସକ୍ଷମ । ଅରୁଣାଚଳ ପ୍ରଦେଶ ସ୍ଥିତ ଭାରତ-ଚୀନ ସୀମା ସଂଲଗ୍ନ ଅଞ୍ଜାବ ଜିଲ୍ଲାର କିବିଥୁରୁ ଶତ୍ରୁ ରାଷ୍ଟ୍ର ଚୀନକୁ ଏଭଳି କଡା ସନ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାସହ ବିଭିନ୍ନ ପରିଯୋଜନର ଉଦଘାଟନ କରିଛନ୍ତି । ପରେ ଆଇଟିବିପି କ୍ୟାମ୍ପ ପରିଦର୍ଶନ କରିବା ସହ ସୁରକ୍ଷାବଳଙ୍କ ଆଲୋଚନା କରିଛନ୍ତି ।

ଭାରତର ଭୂମିକୁ ଅତିକ୍ରମଣ କରିବା ବର୍ତ୍ତମାନ କାହାର ସାହାସ ନାହିଁ । ଅଖଣ୍ଡ ଭାରତରର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବାକୁ କାହାର ଶକ୍ତି ନାହିଁ । ଭାରତର ଜମି ଓ ସୀମାକୁ ନେଇ କୌଣସି ବି ଶକ୍ତି କିଛି ଷଡଯନ୍ତ୍ର କଲେ ସେନା ପୁରା ଶକ୍ତିର ସହ ସଫା କରିବ । ବର୍ତ୍ତମାନର ସରକାର ସୀମା ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ସେନାକୁ ପୁରା କ୍ଷମତା ଦିଯାଇଛି । ଦେଶର ସୁରକ୍ଷା ପାଇଁ ସେନା ପୁରା ସକ୍ଷମ । ଅରୁଣାଚଳ ପ୍ରଦେଶ ସ୍ଥିତ ଭାରତ-ଚୀନ ସୀମା ସଂଲଗ୍ନ ଅଞ୍ଜାବ ଜିଲ୍ଲାର କିବିଥୁରୁ ଶତ୍ରୁ ରାଷ୍ଟ୍ର ଚୀନକୁ ଏଭଳି କଡା ସନ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାସହ ବିଭିନ୍ନ ପରିଯୋଜନର ଉଦଘାଟନ କରିଛନ୍ତି । ପରେ ଆଇଟିବିପି କ୍ୟାମ୍ପ ପରିଦର୍ଶନ କରିବା ସହ ସୁରକ୍ଷାବଳଙ୍କ ଆଲୋଚନା କରିଛନ୍ତି । ଦେଖନ୍ତୁ ଶାହଙ୍କ ଗସ୍ତର ବିଭିନ୍ନ ଦୃଶ୍ୟ ।