ଆମ୍ବୁଲାନ୍ସ ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୪ଟି ୧୦୮ ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ଆମ୍ବୁଲାନ୍ସ ଉଦଘାଟନ ସମୟରେ ଉପସ୍ଥିତ ଥିଲେ।  ୪ଟି ନୂତନ ଆମ୍ବୁଲାନ୍ସ ଆସିବା ଯୋଗୁଁ ଜିଲ୍ଲାବାସୀ ଉପକୃତ ହୋଇପାରିବେ ଏବଂ ତୁରନ୍ତ ଚିକିତ୍ସା ପାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ।