Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗୁଜରାଟ ନୁହେଁ ଲଖନଊରେ ମ୍ୟାଚ୍ ହୋଇଥିଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାନ୍ତା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗୁଜରାଟ ନୁହେଁ ଲଖନଊରେ ମ୍ୟାଚ୍ ହୋଇଥିଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାନ୍ତା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୱାର୍ଲ୍ଡକପ ୨୦୨୩ ଫାଇନାଲ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମରେ କରାଯିବାକୁ ନେଇ ଟିପ୍ପଣୀ ଦେଇଛନ୍ତି । ଅଖିଳେଶ କହିଛନ୍ତି ଯେ, ମ୍ୟାଚ ଗୁଜରାଟରେ ନହୋଇ ଲଖନଊରେ ହୋଇଥିଲେ ଟିମକୁ ଖୁବ୍ ଆଶୀର୍ବାଦ ମିଳିଥାନ୍ତା । ବିଜେପି ରହିପାରିଲାନି ବୋଲି ଷ୍ଟାଡିୟମର ନାଁ ବଦଳାଇ ଅଟଳ ବିହାରୀ ବାଜପେୟୀଙ୍କ ନାଁ ରଖିଥିଲା । ଯଦି ମ୍ୟାଚ ଏଠାରେ ହୋଇଥାନ୍ତା ତା’ହେଲେ ଭଗବାନ ବିଷ୍ଣୁ ଓ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦ ମିଳିଥାନ୍ତା । ପିଚରେ ସମସ୍ୟା ଥିଲା ବୋଲି ମଧ୍ୟ ଲୋକେ କହୁଛନ୍ତି ।

ସୂଚନାଯୋଗ୍ୟ, ଅଖିଳେଶ ଯାଦବ ଏହି ମନ୍ତବ୍ୟ ସମାଜବାଦୀ ପାର୍ଟିର ପିଡିଏ ସାଇକେଲ ଓ ପଦଯାତ୍ରା ସମାପନ ଅବସରରେ କହିଥିଲେ ।