ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦ ଅଧିବେଶନ

ନୂଆଦିଲ୍ଲୀ: ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେସନ ଆରମ୍ଭ ହେବ। ଏହି  ଅଧିବେସନ ଡିସେମ୍ବର ୨୩ ଯାଏଁ ଚାଲିବ ବୋଲି ଜଣାପଡ଼ିଛି।