- ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳର ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କାଙ୍କ ପ୍ରତିକ୍ରିୟା। ଓଡ଼ିଶାରେ ଏକ ଭଲ ପଦବୀରେ ଚାକିରି ଆଶାକଲେ ଦୀପଗ୍ରେସ୍। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ସେ ନିଜ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ତାଙ୍କ ଆଶା ପୂରଣ କରିବେ ବୋଲି କହିଲେ ଦୀପଗ୍ରେସ୍। ଦୀପଗ୍ରେସ୍ ଏବେ ବାହାର ରାଜ୍ୟରେ ରେଳ ବିଭାଗରେ ଚାକିରି କରୁଛନ୍ତି।