ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ

  • ନୂଆଦିଲ୍ଲୀ: ଜେଇଇ ମେନ ସେସନ୍ ୩ ପରୀକ୍ଷା ଫଳ ପ୍ରକାଶ ପାଇଲା। ଏଥିରେ ୧୭ ଜଣ ଛାତ୍ରଛାତ୍ର ଶତ ପ୍ରତିଶତ ସ୍କୋର କରିଛନ୍ତି। ୯୯.୯୧% ମାର୍କ ରଖି ଅମନ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି।