କୋଟିଏ ଟଙ୍କାର ଗଞ୍ଜେଇ ଜବତ ଜିଲ୍ଲା By Nitidin On Jul 9, 2021 Share କୋରାପୁଟ: କଦଳୀ ବୋଝେଇ ଟ୍ରକରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ସୁନାବେଡ଼ା ପୁଲିସ ଦ୍ୱାରା ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଅଟକ ଅଛନ୍ତି। ବେଆଇନଭାବେ ଗଞ୍ଜେଇ ଜଲାପୁଟରୁ ବିହାର ଯାଉଥିବା ସୂଚନା ମିଳିଛି। Share