କଲରାପତରିଆ ବାଘ ଛାଲ ଜବତ, ଜେଣ ଅଟକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କଂସର ଗ୍ରାମରୁ ବନ ବିଭାଗ କଲରାପତରିଆ ବାଘ ଛାଲ ଜବତ କରି ଜଣକୁ ଅଟକ ରଖିଛି। ମିଳିଥିବା ରେିପାର୍ଟ ମୁତାବକ, କଂସର ଗ୍ରାମର ବିଶ୍ୱାମିତ୍ର ରଣାଙ୍କ ଘେର ବାଘ ଛାଲ ଥିବା ବନ ବିଭାଗ ଖବର ପାଇଥିଲା। ପେର ବଲାଙ୍ଗିର ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱେର ସ୍ୱତନ୍ତ୍ର ଟିମ୍ ଗଠନ କରି ଗତକାଲି ସନ୍ଧ୍ୟୋର ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟେର ବିଶ୍ୱାମିତ୍ର ରଣାଙ୍କ ଘରୁ ବାଘ ଛାଲ ଜବତ ହୋଇଥିଲା। ଅନ୍ୟପେଟ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି। କିନ୍ତୁ ବେିନାଦ ସାହୁଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ବାଘ ଛାଲର ମୂଲ୍ୟ ପ୍ରାୟ ୧ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବାଘର ଛାଲର ଲମ୍ବ ୨.୬ ଫୁଟ ଥିବୋବେଳ ଓଜନ ୩ କେଜି ରହିଥିବା ଜଣାପଡ଼ିଛି।

ସୂଚନୋଯାଗ୍ୟ, କିଛିଦିନ ତେଳ କଂସର ଅଞ୍ଚଳେର ପ୍ରତିଦିନ ଶିକାରୀମୋନ ବରାହ ଶିକାର କରି ରାତାରାତି ବିକ୍ରି ମଧ୍ୟ କରୁଥେôଲ। କିନ୍ତୁ ଏଭଳି ବାଘ ଛାଲ ରୋକଟକୁ ନେଇ େଏବ ଅଞ୍ଚଳେର ଚର୍ଚ୍ଚା ଜୋର ଧରିଛି।