really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୭ଦିନର ପୁଅକୁ ବିକ୍ରୀ କରିଥିବା ହୁସେନଙ୍କ କହିବା ଅନୁସାରେ,ତାଙ୍କ ପରିବାର ବହୁତ ଗିରିବ ପରିବାର। ସେମାନେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି। ଏପରିକି ଚାଳ ଛପର ଭାଙ୍ଗି ଯାଇଛି। ତାଙ୍କ ସ୍ୱାମୀ କବର ଖୋଳିବା କାମ କରିବା ସହ ଅନ୍ୟାନ୍ୟ କାମ କରି ଦିନକୁ ଯାହା ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି ଏବଂ ସେ ନିଜେ ପରଘରର ବାସିକାମ କରି ସେଥିରୁ ଯାହା ଅର୍ଥ ଉପାର୍ଜନ କରନ୍ତି ସେଥିରେ ତାଙ୍କ ପରିବାରର ଗୁଜୁରାଣ ହୋଇଥାଏ। ଏମିତିକି ତାଙ୍କ ସ୍ୱାମୀଙ୍କୁ ସବୁ ଦିନେ କାମ ମଧ୍ୟ ମିଳିନଥାଏ। ଏଣୁ ସେମାନେ ସବୁବେଳେ ଅଭାବ ଅନାଟନ ମଧ୍ୟରେ ରହିଥାଆନ୍ତି। ପିରୁଖାଁଙ୍କ ୭ଜଣ ସନ୍ତାନ ଥିବାରୁ ସେମାନଙ୍କର କୌଣସି ଦେହ ଖରାପ ହେଲେ ସେମାନଙ୍କ ଠିକ ଭାବେ େଔଷଧ ମଧ୍ୟ ଦେଇ ପାରନ୍ତି ନାହିଁ। ଏଣୁ ସେ ବାଧ୍ୟ ହୋଇ ଏହି ଅଭାବ ଅନଟନକୁ କିଛି ସମୟ ପାଇଁ ଦୂରେଇବାକୁ ଯାଇ ନିକଟରେ ଥିବା ଏକ ସ୍କୁଲର ଅଙ୍ଗନୱାର୍ଡ କର୍ମଚାରୀଙ୍କ ସହାୟତାରେ ଫୁଲବଜାର ଅଂଚଳର କଟୁନ ବଉକୁ ନିଜ ଇଛାରେ ବିକ୍ରୀ କରିଦେଇଥିବା କହିଛନ୍ତି।