ଆସନ୍ତାକାଲିଠୁ ଭାରତ ଅଷ୍ଟ୍ରେଲିଆ ଟି-୨୦

ନୂଆଦିଲ୍ଲୀ, ଏଜେନ୍ସି: ଆସନ୍ତାକାଲି ଠାରୁ ଘରୋଇ ଦଳ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ ଖେଲାଯିବ। ମୋଟ୍ ତିନୋଟି ଟି -୨୦ ଖେଳାଯିବ। ଟି-ଟ୍ୱେଣ୍ଟି ସିରିଜର ଉଦଘାଟନୀ ମ୍ୟାଚ୍ କାନବେରାଠାରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୬ ଓ ତୃତୀୟ ମ୍ୟାଚ୍ ୮ ଡିସେମ୍ବରରେ ଅନୁଷ୍ଠିତ ହେବ । ଏହାପରେ ଟେଷ୍ଟ ସିରିଜ ଆରମ୍ଭ ହେବ।