ବାରିପଦା ବିଧାୟକ ଗିରଫ

ବାରିପଦା,ଏନ୍ଏନ୍ଏସ୍: ବାରିପଦା ବିଧାୟକ ପ୍ରକାଶ ସୋରେନ ଗିରଫ ହୋଇଛନ୍ତି। ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କୁ ବାରିପଦା ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।