ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି(ବୁଲୁ) ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ କାଉନସିଲର ବୁଲୁ ମହାନ୍ତି ନିଜ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ବୋମା ମାଡ଼ କରାଯାଇଥିଲା। ଏହି ଘଟଣାରେ ରାଉରକେଲା ପୁଲିସ ୩ ଜଣଙ୍କୁ ଗିରଫ କରିଛି।
