ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ସହର ନିକଟସ୍ଥ ରଙ୍ଗମାଟିଗୁଡ଼ାରେ ଇସ୍କନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ ମଧ୍ୟ ଯୋଗ ଦେଇଥିଲେ । ଇଣ୍ଡୋନେସିଆ ଗୁରୁ ରାମାନନ୍ଦ ଜିଙ୍କ ସହ ବହୁ ଶ୍ରଦ୍ଧାଳୁ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।