ଅର୍ଥମନ୍ତ୍ରୀ ଅସୁସ୍ଥ, ଏମ୍ସରେ ଭର୍ତ୍ତି ଦେଶ- ବିଦେଶ By Nitidin On Dec 26, 2022 Share ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ୬୩ ବର୍ଷୀୟ ସୀତାରମଣଙ୍କୁ ଏମ୍ସର ପ୍ରାଇଭେଟ ୱାର୍ଡରେ ଭର୍ତ୍ତି କରାଯାଇଛି । କିନ୍ତୁ ପ୍ରକୃତରେ ତାଙ୍କର କ’ଣ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । Share