ରକୁଲପ୍ରୀତଙ୍କୁ ସମନ ଜାରି କଲା ଇଡି ଦେଶ- ବିଦେଶ By Nitidin On Dec 16, 2022 Share ନୂଆଦିଲ୍ଲୀ: ଟଲିଉଡ ଡ୍ରଗ୍ସ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ଇଡି ସମନ ଜାରି କରିଛି । ରକୁଲପ୍ରୀତଙ୍କୁ ଡିସେମ୍ବର ୧୯ରେ ଇଡି ଜେରା କରିବ । ଉକ୍ତ ମାମଲାରେ ଇଡି ଅନେକ ଟଲିଉଡ କଳାକାରଙ୍କୁ ଜେରା କରିସାରିଛି । Share