ଦୁବାଇରୁ କୋଚ୍ଚି ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଦୁବାଇରୁ କୋଚ୍ଚି ଯାଉଥିବା ବୀ୭୮୭ ବିମାନରେ ତ୍ରୁଟି ଦେଖା ଦେଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ବିମାନଟିକୁ ମୁମ୍ବାଇ ଡାଇଭର୍ଟ କରି ସୁରକ୍ଷିତ ଭାବେ ଲ୍ୟାଣ୍ଡି କରାଯାଇଛି । ୨ଜଣ ବରିଷ୍ଠ ଅଧିକାରୀଙ୍କୁ ପ୍ରାରମ୍ଭିକ ଯାଞ୍ଚ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏନେଇ ଡୀଜୀସିଏ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।