ବଡ଼ଧରଣର ଆଇପିଏଲ ବେଟିଂ ଆଡ୍ଡାରେ ପୁଲିସର ଚଢଉ, ୯ ଜଣ ଗିରଫ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ଆଇପିଏଲ ବେଟିଂ ବେଳେ ପୁଲିସର ଚଢଉ । ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର କୁଆଁରମୁଣ୍ଡା ଫାଣ୍ଡି ଯମୁନାନାକି ଅଚଂଳରେ ପଲିସ ଚଢଉ କରିଛି ।

ଏହି ଘଟଣାରେ ୯ ଜଣଙ୍କ ମଧ୍ୟ ଗିରଫ କରିଛି ପୁଲିସ। ଏତିକି ନୁହେଁ ୧୮ଟି ବାଇକ୍ ସହ ,ଗୋଟିଏ ଲାପଟପ୍ ଓ ଗୋଟିଏ ଟାବଲେଟ୍ ମଧ୍ୟ ଜବତ ହୋଇଛି ।