ଗୋରଖପୁରରୁ ଯୋଗୀ ଆଦିତ୍ୟନାଥଙ୍କ ବୃହତ୍ତ ବିଜୟ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ବୃହତ୍ତ ବିଜୟ ହାସଲ କରିଛନ୍ତି । ଯୋଗୀ ସମାଜବାଦୀ ପାର୍ଟିର ଶୁଭାବତୀ ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ୧ଲକ୍ଷ ୨ହଜାର ଭୋଟ ଅନ୍ତରରେ ହରାଇ ଦେଇଥିବା ସୂଚନା ମିଳିଛି ।