କଟକ/ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା କାଲି ସୁପ୍ରିମକୋର୍ଟ କଲେଜିଅମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଯୁକ୍ତ ହୋଇଥିବା ବିଚାରପତିମାନେ ହେଲେ ଶ୍ରୀ ଭି ନରସିଂହ, ଶ୍ରୀ ସଞ୍ଜୟ କୁମାର ମିଶ୍ର, ଶ୍ରୀ ବିରଜା ପ୍ରସନ୍ନ ଶତପଥୀ ଏବଂ ଶ୍ରୀ ଶ୍ରୀ ରମନ ମୁରାହରି।