ପୁଲିସ ଏନକାଉଣ୍ଟରରେ ୮ ମାଓବାଦୀ ନିହତ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡ଼ଚିରୋଲିରେ ପୁଲିସ ଏନକାଉଣ୍ଟରରେ ୮ଜଣ ମାଓବାଦୀ ନହତ ହୋଇଛନ୍ତି। କଟଗୁଲ-ଗ୍ୟାରପଟି ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି।