୭ ଦିନିଆ ଲକଡାଉନରେ ବାଙ୍ଗଲାଦେଶ

ଢାକା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଙ୍ଗଲାଦେଶରେ ୭ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହି ଲକଡାଉନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସୀମିତ ଶ୍ରମିକଙ୍କୁ ନେଇ କାରଖାନା ଓ ଶିଳ୍ପାଞ୍ଚଳ ଖୋଲା ରହିବ ବୋଲି ଜଣାପଡ଼ିଛି।