କରୋନାର ଦ୍ୱିତୀୟ ଲହରୀରେ ୬୪୬ ଡାକ୍ତର ମୃତ

ନୂଆଦିଲ୍ଲୀ: କରୋନା ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବୋବେଳ ଆଗଧାଡ଼ିର ଯୋଦ୍ଧା ଭୋବ କାର୍ଯ୍ୟ କରୁଥିବା ଡାକ୍ତରମୋନ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। କରୋନାର ଦ୍ୱିତୀୟ ଲହରୀରେ ୬୪୬ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୧୦୯ ମୃତ୍ୟୁ ଦିଲ୍ଲୀରେ ହୋଇଛି।

ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ମୁତାବିକ,କରୋନାର ପ୍ରଥମ ଚରଣରେ ୭୪୮ ଡାକ୍ତରଙ୍କର ମୃତ୍ୟୁ ହୋଇଥିଲା।