ରାଜ୍ୟରେ ୫୯ ଏଚ୍3ଏନ୍2 ଆକ୍ରାନ୍ତ ଚିହ୍ନଟ ଜିଲ୍ଲା By nitidin1 On Mar 11, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୫୯ଜଣ ଏଚ୍3ଏନ୍2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀରେ ୨୨୫ ସାମ୍ପଲ ସଂଗ୍ରହ ହୋଇଥିଲା । ସେଥିମଧ୍ୟରୁ ୫୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି । Share