ବିହାର,ଏନ୍ଏନ୍ଏସ୍: ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁଥିବାବେଳେ ୫୩.୫୧ ପ୍ରତିଶତ ମତଦାନ ହୋଇଛନ୍ତି। ଏନେଇ ନିର୍ବାଚନ କମିସନର ସୂଚନା ଦେଇଛନ୍ତି। ତେବେ ୧୪ଟି ଜିଲ୍ଲାର ୯୪ଟି ନିର୍ବାଚନମଣ୍ଡଳୀରେ ଆଜି ନିର୍ବାଚନ ପ୍ରକ୍ରିୟା ହୋଇଥିଲା।
ଅକ୍ଟୋବର ୨୮ରେ ୭୧ଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ୫୪ ପ୍ରତିଶତ ମତଦାନ ହୋଇଥିଲା।