Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଲାଙ୍ଗିର ଜିଲ୍ଲାରୁ ଆଜି ୩୧୮ଚିହ୍ନଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଲାଙ୍ଗିର ଜିଲ୍ଲାରୁ ଆଜି ୩୧୮ଚିହ୍ନଟ

ବଲାଙ୍ଗିର, ଏନ୍‌ଏନ୍‌ଏସ୍ :  ବଲାଙ୍ଗିର ଜିଲ୍ଲାରୁ ଆଜି ପୁଣି ୩୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ବଲାଙ୍ଗିର ସହରରେ ଲଗାତାର ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ସହରରୁ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦେଓଗାଁ ବ୍ଲକ କୁତୁର୍ଲାରୁ ଏକା ଥରକେ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଆଜି  ଆଗଲପୁର ବ୍ଲକରୁ ୬ଜଣ, ବଲାଙ୍ଗିର ବ୍ଲକରୁ ୧୫ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୮୪ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ଜଣ, ବେଲପଡା ବ୍ଲକରୁ ୧୬ଜଣ, ଦେଓଗାଁ ବ୍ଲକରୁ ୭୭ଜଣ, ଗୁଡଭେଲା ବ୍ଲକରୁ ୨୭ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨ଜଣ, ଖପ୍ରାଖୋଲ ବ୍ଲକରୁ ୧୪ଜଣ, ଲୋଇସିଂହା ବ୍ଲକରୁ ୮ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ବ୍ଲକରୁ ଜଣେ, ପାଟଣାଗଡ ହରାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୨୦ଜଣ, ସଇଁନ୍ତଳା ବ୍ଲକରୁ ୧୫ଜଣ, ଟିଟିଲାଗଡ ସହରାଞ୍ଚଳରୁ ଜଣେ, ତୁଷୁରା ରୁ ଜଣେ ଓ ତୁରେକେଲା ବ୍ଲକରୁ ୨୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୫୭୦୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୩୦୪୪ ଜଣ ସ୍ୱସ୍ଥ ହୋଇଥିବାବେଳେ ୨୬୦୪ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।