really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଥିସହ କାରର ଚାବିନେଇ ଡିକିରେ ଥିବା ଟଙ୍କା ଭର୍ତ୍ତି ଟ୍ରଙ୍କଟିକୁ ନେଇ ନିମାପଡ଼ା ଦିଗକୁ ଦ୍ରୁତଗତିରେ ଚାଲିଯାଇଥିଲେ। ଏ ନେଇ ବ୍ୟାଙ୍କର କ୍ୟାସିୟର ଅମିତ କୁମାର କର୍ମକାର, ଫିଲ୍ଡ ଅଫିସର ଚିନ୍ମୟ ମୁଖାର୍ଜୀ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ନିମାପଡ଼ା ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ, ଚାରିଛକ ଫାଣ୍ଡି ଅଧିକାରୀ ପ୍ରମୋଦ ସେଠୀ ପହଞ୍ଚ କାର୍ ସହ ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି। ଖବରପାଇ ନିମାପଡ଼ା ଥାନାରେ ପୁରୀ ଏସପି ଉମାଶଙ୍କର ଦାଶ, ନିମାପଡ଼ା ଏସଡିପିଓ ପିକେ ଦଳାଇ ପହଞ୍ଚ ଅନୁସନ୍ଧାନ ଚଳାଇଛନ୍ତି। ନିମାପଡ଼ା ଅଞ୍ଚଳରେ ଦିନକୁଦିନ ଚୋରି ଓ ରାହାଜାନୀ ବୃଦ୍ଧିପାଉଥିବାରୁ ପୁଲିସ ଉପରେ ଜନସାଧାରଣଙ୍କ ଆସ୍ଥା ତୁଟି ଯାଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଗାଡିରୁ ସମସ୍ତଙ୍କୁ ଓହ୍ଲାବାକୁ ଧମକ ଦେଇଥିଲେ। ଏହାପରେ ବ୍ୟବସାୟୀଙ୍କ ପାଖରେ ଥିବା ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଛଡ଼ାଇ ନେଇ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ଜଳେଶ୍ୱର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ବ୍ୟବସାୟୀଙ୍କ ମଧ୍ୟରେ ଚୋଣ୍ଡିଖୋଲର ସୁନୁ ଖାନ୍, ସେକ ବକ୍ସାର ରହମାନ ଓ ଅନ୍ୟ ୪ଜଣ ଥିଲେ।