ଲକ ଡାଉନ୍ କଟକଣା : ୩୦ ଗିରଫ

ବଲଙ୍ଗିର,ଏନ୍ଏନ୍ଏସ୍ : ବର୍ତମାନ ସମଗ୍ର ଦେଶରେ କରୋନକୁ ନେଇ ଲକ ଡାଉନ ଚାଲିଛି । ଏଥିପାଇଁ ସରକାରଙ୍କ ତରଫରୁ ଅନେକ କଟକଣା ଲଗାଯାଇଛି । ତେବେ କଟକଣାକୁ ନମାନି ସହରରେ ବୁଲୁଥିବା ୩୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି ।