ଜୁନିଅର ମହିଳା ବିଶ୍ୱକପ୍ ହକି ଦଳରେ ୨ ଓଡ଼ିଆ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁନିଅର ମହିଳା ବିଶ୍ୱକପ୍ ହକି ଦଳ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ ହୋଇଛନ୍ତି। ଲାଲରେସ ସିଆମିଙ୍କ ଅଧିନାୟକତ୍ୱରେ ୨ ଓଡ଼ିଆ ଖେଳାଳି ଅଜମିନା କୁଜୁର ଓ ଜିୱନ କିଶୋରୀ ଟପ୍ପୋ ରହିଥିବା ସୂଚନା ମିଳିଛି।