ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଧଳା ଜହର କାରବାର। ବିପୁଳ ପରିମାଣର ବ୍ରାଉନସୁଗର ବାଲେଶ୍ୱରରୁ ଆଣି ନିଶା ବେପାରୀମାନେ ଏଠାରେ ତାଙ୍କର ବ୍ୟବସାୟ ଚଳାଉଛନ୍ତି। ସୋମବାର କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରୁ ସୂଚନା ପାଇ ଖୋର୍ଦ୍ଧା ଚଣ୍ଡୀଚୁଆଛକ ନିକଟରେ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କ ନିକଟରୁ ୧୬୫ଗ୍ରାମ ବ୍ରାଉନସୁଗର ଜବତ କରିଥିଲେ।
