ବଢ଼ିଲା ଦ୍ୱାଦଶ ଫର୍ମ ପୂରଣ ଅବଧି ଦେଶ- ବିଦେଶ By Nitidin On Jan 10, 2022 Share ନୂଆଦିଲ୍ଲୀ: ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ପୂରଣ ଅବଧି ବଢ଼ିଲା। ପୂର୍ବରୁ ୧୧ ତାରିଖ ଶେଷ ଦିନ ଥିବାବେଳେ ଏବେ ଏହାକୁ ୧୮ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। କିନ୍ତୁ ଏହି ସମୟରେ ଫର୍ମ ପୂରଣ କଲେ ୪୫୦ ଟଙ୍କା ଫାଇନ ଦେବାକୁ ପଡ଼ିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। Share