ଆଜି ଓଡ଼ିଶା ଆସୁଛି ଲକ୍ଷେ ଟିକା ଦେଶ- ବିଦେଶ By Nitidin On Jan 17, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୯ ତାରିଖରୁ ପୁଣିଥରେ ଟିକାକରଣ ଆରମ୍ଭ ହେବ । ସେଥିପାଇଁ ଆଜି ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିବ । ପରେ ସବୁ ଜିଲ୍ଲାକୁ ପଠାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । Share