ଆରପାରିରେ ବରିଷ୍ଠ ଅଭିନେତା ଅରୁଣ ବଳି ଦେଶ- ବିଦେଶ By Nitidin On Oct 7, 2022 Share ମୁମ୍ବାଇ,ଏଜେନ୍ସି: କଳାକାର ଜଗତ ପାଉଁ ଦୁଃଖଦ ଖବର । ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି । ୭୯ ବର୍ଷ ବୟସରେ ଆଜି (ଶୁକ୍ରବାର) ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି । ଜଣେ ବରିଷ୍ଠ କଳାକାରଙ୍କୁ ହରାଇ ଶୋକରେ ବୁଡିଛି କଳାଜଗତ । Share