କାଲି ଭଦ୍ରକରେ ସ୍କୁଲ ଛୁଟି

ଭଦ୍ରକ,ଏନ୍‌ଏନ୍‌ଏସ୍‌: ଭଦ୍ରକରେ ଆସନ୍ତାକାଲି ଆସନ୍ନ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡି ବନ୍ଦ ରଖାଯାଇଛି। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ଘୋଷଣା କରାଯାଇଛି ।