ଚାଷୀଙ୍କ ପାଇଁ ବିଧାନସଭାରେ ବିଧାୟକଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମାହୁତି ଉଦ୍ୟମ। ମଣ୍ଡି ସମସ୍ୟାକୁ କେନ୍ଦ୍ର କରି ସେ ଗୃହରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଅନ୍ୟ ସଦସ୍ୟ ତାଙ୍କୁ ଏଭଳି କରିବାରୁ ରୋକିଥିଲେ। ଆତ୍ମାହୁତି ଦେବା ପୂର୍ବରୁ ସେ ଗୃହରେ ଆଜି ଚେତାବନୀ ମଧ୍ୟ ଦେଇଥିଲେ।