ପଦ୍ମ ଧରିଲେ ଶୁଭେନ୍ଦୁ ଅଧିକାରୀ

ପଶ୍ଚିମବଙ୍ଗ: ସମସ୍ତ ଆଲୋଚନା ଓ ପର୍ଯ୍ୟାୟଲୋଚନାର ଅନ୍ତ ଘଟାଇ ତୃଣମୂଳ କଂଗ୍ରେସର ଲୋକପ୍ରିୟ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଛନ୍ତି। ମେଦିନପୁର ରାଲିରେ ଅମିତ ଶାହଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ ଶାହଙ୍କ ପାଦ ଛୁଇଁ ଶୁଭେନ୍ଦୁ ଆଶୀର୍ବାଦ ନେଇଛନ୍ତି।